ସୂର୍ଯ୍ୟମୁଖୀ ଚାଷକୁ ମୁହଁ ମୋଡ଼ୁଛନ୍ତି ଚାଷୀ : ମିଳୁନି ସରକାରୀ ପ୍ରୋତ୍ସାହନ

ଗରଦପୁର: ତାଲିମ ଓ ପ୍ରୋତ୍ସାହନର ଅଭାବରୁ ଅର୍ଥକରୀ ଫସଲ ଭାବେ ଗଣାଯାଉଥିବା ସୂର୍ଯ୍ୟମୁଖୀ ଚାଷ ବୁଡ଼ିବାକୁ ବସିଛି। ପ୍ରୋତ୍ସାହନ ଅଭାବରୁ ଏହି ଚାଷ ପ୍ରତି ଚାଷୀମାନେ ମୁହଁ ମୋଡ଼ୁଛନ୍ତି। ସେମାନଙ୍କ ଆଗ୍ରହ କମିବା‌ରେ ଲାଗିଛି। ରବି ଫସଲ ସମୟରେ ହେଉଥିବା ଏହି ଚାଷକୁ ଯୋଜନାବଦ୍ଧ ଭାବେ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଗଲେ ଚାଷୀଙ୍କ ଅର୍ଥନୀତି ସୁଦୃଢ ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି। ଗରଦପୁର ବ୍ଳକ୍ ବେଡାରୀ … Continue reading ସୂର୍ଯ୍ୟମୁଖୀ ଚାଷକୁ ମୁହଁ ମୋଡ଼ୁଛନ୍ତି ଚାଷୀ : ମିଳୁନି ସରକାରୀ ପ୍ରୋତ୍ସାହନ